Skip to main content

Posts

Showing posts from February, 2018

Odia Motivational Quotes About Life & Future (ଜୀବନ ଏବଂ ଭବିଷ୍ୟତ ସମ୍ବନ୍ଧରେ ପ୍ରେରଣାଦାୟକ ଓଡିଆ ଅନୁଚିନ୍ତା)

Motivational Odia Language Quotes About Life life is often considered as the first & foremost teacher of life ମନୁଷ୍ୟର ପ୍ରଥମ ଓ ପ୍ରକୃତ ଗୁରୁ ହେଉଛି "ଜୀବନ" ଜୀବନରୁ ମନୁଷ୍ୟ ସବୁକିଛି ଶିଖିପାରିବ, କାରଣ ସମୟାନୁକ୍ରମେ, ଜୀବନ ମଣିଷକୁ ବହୁତ କିଛି ଶିଖାଇଦିଏ, ଯାହା ମଣିଷ ପଢା ପୋଥିରୁ କଦାଚିତ ପାଇନପାରେ ।  ସେହିପରି ମୋ ଜୀବନରେ ଜାଣିଥିବା କେତେକ ଜୀବନ ସମ୍ବନ୍ଧୀୟ ଅନୁଚିନ୍ତାର ସଂକଳନ ଉଲ୍ଲେଖ କରୁଛି ଏଠି ।  ଭବିଷ୍ୟତ, ସ୍ଵପ୍ନ, କେତେ ସୁନ୍ଦର ଲାଗେ ନା ଏହିସବୁ ଶବ୍ଦଗଣ, ଏକ ଗାଳ୍ପିକର ଦୁନିଆରେ ମସଗୁଲ ହେଇଯିବାକୁ ଇଚ୍ଛା ହୁଏ, ନୁହେଁ କି?? କିନ୍ତୁ କ'ଣ ଏସବୁ ସତ ହୁଏ ସମସ୍ତଙ୍କ ପକ୍ଷରେ?? ସମସ୍ତେ କ'ଣ ନିଜ ଆଶାନୁଯାୟୀ ଭବିଷ୍ୟତ ବଞ୍ଚିପାରନ୍ତି?? ବୋଧହୁଏ ନା । ସେହି ସ୍ଵପ୍ନ ସାର୍ଥକ ହେବାକୁ ହେଲେ, ସେହି ଭବିଷ୍ୟତ ପାଇବାକୁ ହେଲେ ଦରକାର ସାଧନା, କଠୋର ନିଷ୍ଠା, ସର୍ବୋପରି ଆତ୍ମବିଶ୍ଵାସ । ଯେଉଁ ମନୁଷ୍ୟ ସଫଳ ହେଇପା...